Site icon Oasis Fertility

ସନ୍ତାନହୀନତା: କାରଣ, ପ୍ରକାର

ସନ୍ତାନହୀନତା କିମ୍ବା ଗର୍ଭଧାରଣ କରିବାରେ ଅସମର୍ଥତା, ପୁରୁଷ କିମ୍ବା ମହିଳା ସାଥୀ କିମ୍ବା ଉଭୟଙ୍କ ମଧ୍ୟରେ କୌଣସି ମଧ୍ୟ ସମସ୍ୟା ଯୋଗୁଁ ହୋଇପାରେ। ଦମ୍ପତିଙ୍କର ଏକ ସଠିକ୍ ପ୍ରଜନନ ମୂଲ୍ୟାଙ୍କନ, ପ୍ରକୃତ କାରଣ ଖୋଜିବାରେ ସାହାଯ୍ୟ କରିଥାଏ ଏବଂ ସେହି ଅନୁସାରେ ଫର୍ଟିଲିଟି ବିଶେଷଜ୍ଞଙ୍କୁ ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ଯୋଜନା ପ୍ରାଦାନ କରିବାକୁ ସକ୍ଷମ କରିଥାଏ।

ମହିଳାମାନଙ୍କ ଠାରେ ସନ୍ତାନହୀନତାର କାରଣ:

 

a. ଡିମ୍ବାଣୁ ସୃଷ୍ଟି (ଓଭାଲୁଏସନ୍) ରେ ବିଶୃଙ୍ଖଳା:

ମହିଳାଙ୍କ ପ୍ରଜନନ ହରମୋନରେ ଯେକୌଣସି ମଧ୍ୟ ଅସନ୍ତୁଳନ ପାଇଁ ଓଭାଲୁଏସନ୍ ରେ ବିଶୃଙ୍ଖଳା ହୋଇପାରେ। ଓଭାଲୁଏସନ୍ ରେ ହେଉଥିବା କେତେକ ବିଶୃଙ୍ଖଳା ବିଷୟରେ ନିମ୍ନରେ ଦିଆଯାଇଛି:

 

b. ଡିମ୍ବବାହୀ ନଳୀ (ଫେଲୋପିଆନ୍ ଟ୍ୟୁବ) ରେ ସମସ୍ୟା:

ଡିମ୍ବବାହୀ ନଳୀ ହେଉଛି ମହିଳା ପ୍ରଜନନ ପ୍ରଣାଳୀର ଏକ ଅଂଶ ଯେଉଁଠାରେ ଅଣ୍ଡା ଏବଂ ଶୁକ୍ରାଣୁର ନିସେଚନ ଅର୍ଥାତ ଫର୍ଟିଲାଇଜେସନ୍ ହୋଇଥାଏ। କିନ୍ତୁ ଡିମ୍ବବାହୀ ନଳୀରେ ଅନେକ ସମସ୍ୟା ରହିଥାଏ ଯାହା କୌଣସି ବ୍ୟକ୍ତିଙ୍କର ପ୍ରଜନନ କ୍ଷମତାକୁ ବାଧା ଦେଇପାରେ। କେତେକ କାରଣ ଗୁଡ଼ିକ ହେଲା:

 

c. ଗର୍ଭାଶୟରେ ସମସ୍ୟା:

 

d. ଏଣ୍ଡୋମେଟ୍ରିଓସିସ୍ ଏବଂ ଆଡେନୋମିଓସିସ୍:

ଏଣ୍ଡୋମେଟ୍ରିଓସିସ୍ ହେଉଛି ଏକ ଅବସ୍ଥା ଯେଉଁଥିରେ ଏଣ୍ଡୋମେଟ୍ରିଅମ୍ (ଗର୍ଭାଶୟର ପରସ୍ତ) ଗର୍ଭାଶୟ ବ୍ୟତୀତ ପେଲଭିସ୍ / ପେଟ ପରି ଅନ୍ୟ ସ୍ଥାନରେ ବଢିଥାଏ। ଏହା ପାଇଁ ଅତ୍ୟଧିକ ଯନ୍ତ୍ରଣାଦାୟକ ପୂର୍ଣ୍ଣ ଋତୁସ୍ରାବ ହୋଇପାରେ ଏବଂ ଓଭାରିଆନ୍ ରିଜର୍ଭ, ଆଧେସନ୍ ଇତ୍ୟାଦି ହ୍ରାସ ହେବା ଯୋଗୁଁ ଏହା ଫର୍ଟିଲିଟି ଅର୍ଥାତ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଆଡେନୋମିଓସିସ୍ ଏଣ୍ଡୋମେଟ୍ରିଆଲ୍ କାର୍ଯ୍ୟ ଏବଂ ଗ୍ରହଣୀୟତାକୁ ପ୍ରଭାବିତ କରିଥାଏ ଯାହାଦ୍ୱାରା ପ୍ରତିରୋପଣ ସମ୍ଭାବନା ଏବଂ ଗର୍ଭଧାରଣ ସମ୍ଭାବନା କମ ହୋଇଯାଇଥାଏ।

ଉପରୋକ୍ତ କାରଣଗୁଡ଼ିକ ଫର୍ଟିଲିଟି ଅର୍ଥାତ ପ୍ରଜନନ କ୍ଷମତାକୁ ବାଧା ଦେଇପାରେ।

ମହିଳା ସନ୍ତାନହୀନତାର ନିରାକରଣ:

ମହିଳା ସନ୍ତାନହୀନତାର ଚିକିତ୍ସା:

ପୁରୁଷମାନଙ୍କ ଠାରେ ସନ୍ତାନହୀନତାର କାରଣ:

ବିଭିନ୍ନ କାରଣରୁ ପୁରୁଷ ମାନଙ୍କ ଠାରେ ସନ୍ତାନହୀନତା ହୋଇପାରେ:

ପୁରୁଷମାନଙ୍କଠାରେ ସନ୍ତାନହୀନତାର ଲକ୍ଷଣ:

ପୁରୁଷମାନଙ୍କ ଠାରେ ସନ୍ତାନହୀନତାର ନିରାକରଣ:

ପୁରୁଷ ସନ୍ତାନହୀନତାକୁ ନିର୍ଦ୍ଧାରିତ କରିବା ପାଇଁ ନିମ୍ନଲିଖିତ କେତେକ ପରୀକ୍ଷା କରାଯାଇଥାଏ:

ପୁରୁଷମାନଙ୍କ ଠାରେ ସନ୍ତାନହୀନତାର ଚିକିତ୍ସା:

ସନ୍ତାନହୀନତାର ପ୍ରକାର:

ବୟସ ସହିତ ଫର୍ଟିଲିଟି ଅର୍ଥାତ ପ୍ରଜନନ କ୍ଷମତା କମ ହୁଏ ଏବଂ ତେଣୁ ଉଭୟ ପୁରୁଷ ଏବଂ ମହିଳା ସାଥୀ ପାଇଁ ଫର୍ଟିଲିଟି ମୂଲ୍ୟାଙ୍କନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଶୀଘ୍ର ନିରାକରଣ ଏବଂ ହସ୍ତକ୍ଷେପ ଦମ୍ପତିଙ୍କୁ ସନ୍ତାନହୀନତା ଦୂର କରିବାରେ ଏବଂ ସେମାନଙ୍କର ପିତାମାତା ହେବାର ସ୍ୱପ୍ନକୁ ସାର୍ଥକ କରିବାରେ ସାହାଯ୍ୟ କରିଥାଏ। ଗର୍ଭଧାରଣ କରିବାକୁ ଯୋଜନା କରୁଥିବା କୌଣସି ମଧ୍ୟ ବ୍ୟକ୍ତିଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ପଡ଼ିବ, ନିୟମିତ ବ୍ୟାୟାମ କରିବାକୁ ପଡ଼ିବ, ଧୂମପାନ ଏବଂ ମଦ୍ୟପାନ ଛାଡିବାକୁ ହେବ ଏବଂ ଏକ ସଠିକ୍ ଶୋଇବା ପଦ୍ଧତି ଅନୁସରଣ କରିବାକୁ ହେବ ଯାହା ଗର୍ଭଧାରଣର ସମ୍ଭାବନାକୁ ବଢାଇବ।

Was this article helpful?
YesNo
Exit mobile version