Author: Dr. Sai Manasa Darla, Consultant, Fertility Specialist & Laparoscopic Surgeon
ଅନେକ ଚିକିତ୍ସା ପଦ୍ଧତି, ଏବଂ ଜୀବନଶୈଳୀ କାରଣରୁ ବନ୍ଧ୍ୟାତ୍ୱ ଏକ ସର୍ବବ୍ୟାପୀ ସ୍ୱାସ୍ଥ୍ୟ ସ୍ଥିତି ହେଇସାରିଛି। ବନ୍ଧ୍ୟାତ୍ୱର 30% ମାମଲାରେ ମହିଳାମାନେ ପ୍ରଜନନ କ୍ଷମତା କାରଣରୁ ହୋଇଥାଏ। ବନ୍ଧ୍ୟାତ୍ୱ ମହିଳାଙ୍କୁ ମାନସିକ ତଥା ଶାରୀରିକ ସ୍ତରରେ କ୍ଷତି ପହଞ୍ଚାଇଥାଏ। ମହିଳାମାନଙ୍କର ବନ୍ଧ୍ୟାତ୍ୱର କାରଣଗୁଡିକ ଚିହ୍ନଟ କରିବା ଏବଂ ସେଗୁଡ଼ିକ ବିଷୟରେ ସଚେତନ ହେବା, ଚିକିତ୍ସା କରିବା ଏବଂ ଗର୍ଭଧାରଣରେ ସାହାଯ୍ୟ କରିବା ଆବଶ୍ୟକ ଅଟେ।
ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସାଧାରଣ କାରଣଗୁଡ଼ିକର ଅନୁସନ୍ଧାନ:
- ଓଭ୍ୟୁଲେସନ୍ ବିକାର
- ଗର୍ଭାଶୟ ସମ୍ୱନ୍ଧୀୟ ରୋଗ
- ଟ୍ୟୁବଲ୍ ସମ୍ବନ୍ଧୀୟ ବନ୍ଧ୍ୟାତ୍ୱ
ଓଭ୍ୟୁଲେସନ୍ ବିକାର
ଓଭ୍ୟୁଲେସନ୍ ସମ୍ୱନ୍ଧିତ ବିକାର କାରଣରୁ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସମସ୍ୟା ଦେଖାଦେଇପାରେ।
ଓଭ୍ୟୁଲେସନ୍ ହେଉଛି ମାସିକ ଋତୁସ୍ରାବ ସମୟରେ ଏକ ଚରଣ ଯେଉଁଥିରେ ଡିମ୍ବକୋଷ ଦ୍ୱାରା ଗୋଟିଏ ପରିପକ୍ୱ ଅଣ୍ଡା ନିର୍ଗତ ହୋଇଥାଏ ଯାହା ଶୁକ୍ରାଣୁ ସହିତ ଫନିଷେଚିତ (ଫର୍ଟିଲାଇଜ୍) ହେବା ପରେ ଗର୍ଭଧାରଣ ହୁଏ। ଓଭ୍ୟୁଲେସନ୍ ପ୍ରକ୍ରିୟାରେ କୌଣସି ପ୍ରକାରର ବାଧା କିମ୍ୱା ପ୍ରତିବନ୍ଧକ ଓଭ୍ୟୁଲେସନ୍ ବିକାର ସୃଷ୍ଟି କରେ। ବନ୍ଧ୍ୟାତ୍ୱର 25% ସମସ୍ୟା ଓଭ୍ୟୁଲେସନ୍ ବିକାର କାରଣରୁ ସୃଷ୍ଟି ହୋଇଥାଏ।
ବିଭିନ୍ନ କାରଣରୁ ଓଭ୍ୟୁଲେସନ୍ ବିକାର ଦେଖାଦେଇପାରେ ଯାହା ଏହି ଜୈବିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ଏବଂ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ମୁଖ୍ୟ କାରଣ ଭାବେ ଯୋଗଦାନ କରିଥାଏ। ବହୁତଗୁଡ଼ିଏ କାରଣରୁ ଓଭ୍ୟୁଲେସନ୍ କିମ୍ବା ଅନୋଭ୍ୟୁଲେସନ୍ (ଓଭ୍ୟୁଲେସନ୍ର ଅନୁପସ୍ଥିତି)ରେ ଅନିୟମିତତା ଦେଖାଦେଇପାରେ। ଏଥିରେ ନିମ୍ନୋକ୍ତ କିଛି ଅନ୍ତର୍ଭୁକ୍ତ:
1. ପ୍ରାଥମିକ ଡିମ୍ୱକୋଷର ଅପର୍ଯ୍ୟାପ୍ତତା (ପିଓଆଇ):
ଏହାକୁ ସମୟପୂର୍ବ ଡିମ୍ୱକୋଷ ବିଫଳତା ମଧ୍ୟ କୁହାଯାଏ। ପିଓଆଇ’ର ବିଶେଷତା ହେଉଛି ବହୁତ କମ୍ ସଂଖ୍ୟକ ଅଣ୍ଡାର ଉପସ୍ଥିତି କିମ୍ବା ଅଳ୍ପ କେତେକ କ୍ଷେତ୍ରରେ ଅଟୋମ୍ୟୁମ୍ୟୁନ୍ ସ୍ଥିତି କିମ୍ବା ଜେନେଟିକ୍ ସ୍ଥିତି କାରଣରୁ 40 ବର୍ଷରୁ କମ୍ ମହିଳାମାନଙ୍କ ଠାରେ ଡିମ୍ୱକୋଷରେ ସମୟ ପୂର୍ବରୁ ଅଣ୍ଡା ଉତ୍ପାଦନ ବନ୍ଦ ହୋଇଯାଇଥାଏ, ଯାହାର ପରିଣାମସ୍ୱରୂପ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱ ଦେଖାଦେଇଥାଏ।
2. ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା:
ହର୍ମୋନ୍ ସମ୍ୱନ୍ଧୀୟ ଅନିୟମିତତା ଅନିୟମିତ ଓଭ୍ୟୁଲେସନ୍ର ମୁଖ୍ୟ ଦୋଷୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଫୋଲିକଲ୍-ଷ୍ଟିମୁଲେଟିଂ ହରମୋନ୍ (ଏଫ୍ଏସ୍ଏଚ୍), ଲ୍ୟୁଟିନାଇଜିଂ ହରମୋନ୍ (ଏଲ୍ଏଚ୍) ଏବଂ ପ୍ରୋଲେକ୍ଟିନ୍ ପରି ହର୍ମୋନ୍ର ଏକ ଜଟିଳ ଏବଂ ସୂକ୍ଷ୍ମ ସନ୍ତୁଳନ ଓଭ୍ୟୁଲେସନ୍ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେକୌଣସି ପ୍ରକାରର ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା ଓଭ୍ୟୁଲେସନ୍କୁ ପ୍ରଭାବିତ କରିବା ସହିତ ଗର୍ଭଧାରଣ ସମ୍ଭାବନାକୁ ପ୍ରଭାବିତ କରିଥାଏ। ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା କାରଣରୁ ସୃଷ୍ଟି ହେଉଥିବା କିଛି ସ୍ଥିତି ହେଉଛି:
- ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍): ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସାମାନ୍ୟ ଏବଂ ପ୍ରମୂଖ କାରଣଗୁଡ଼ିକ ମଧ୍ୟରୁ ପିସିଓଏସ୍ ଅନ୍ୟତମ। ଡିମ୍ୱକୋଷରେ ଅନେକ ଛୋଟ ଛୋଟ ସିଷ୍ଟ (ଫ୍ଲୁଇଡ୍ ଥିବା ଥଳି) ଗଠନ ହୁଏ ଯାହା ଓଭ୍ୟୁଲେସନ୍ରେ ସମସ୍ୟା ସୃଷ୍ଟି କରିଥାଏ। ଅନିୟମିତ ମାସିକଧର୍ମ, ଅତ୍ୟଧିକ ଟେଷ୍ଟୋଷ୍ଟେରୋନ୍ ଉତ୍ପାଦନ, ମହିଳା ହରମୋନ୍ର ଅନିୟମିତତା, ଆନାଭ୍ୟୁଲେସନ୍ ଏବଂ ଇନସୁଲିନ୍ ପ୍ରତିରୋଧ ପିସିଓଏସ୍ ସହିତ ସଂଯୁକ୍ତ ଅଟନ୍ତି।
- ଉଚ୍ଚ ପ୍ରୋଲାକ୍ଟିନ୍ ସ୍ତର (ହାଇପର୍ପ୍ରୋଲାକ୍ଟିନେମିଆ): କିଛି ମାମଲାରେ, ପିଟୁଇଟାରୀ ଗ୍ରନ୍ଥିର ଶିଥିଳତାର ପରିଣାମସ୍ୱରୂପ ପ୍ରୋଲାକ୍ଟିନ୍ ହରମୋନ୍ ଉତ୍ପାଦନ ବଢ଼ିଯାଇଥାଏ। ପ୍ରୋଲାକ୍ଟିନର ବଢ଼ିଥିବା ସ୍ତର ଏଫ୍ଏସ୍ଏଚ୍ ଏବଂ ଏଲ୍ଏଚ୍ ସ୍ତରକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ ଯାହାଦ୍ୱାରା ଓଭ୍ୟୁଲେସନ୍ ବିକାର ଏବଂ ପ୍ରଜନନ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥାଏ।
- ଥାଇରଏଡ୍ ସମ୍ୱନ୍ଧିତ ସମସ୍ୟା: ଥାଇରଏଡ୍ ଡିସଫଙ୍କସନ ପରି ଏଣ୍ଡୋକ୍ରାଇନ୍ ବିକାର କାରଣରୁ ଥାଇରଏଡ୍ ଗ୍ରନ୍ଥି କମ୍ କିମ୍ବା ଅତ୍ୟଧିକ ସକ୍ରିୟ ହୋଇପାରେ ଯାହା ଥାଇରଏଡ୍ ହରମୋନ୍ର ସ୍ତର କମ୍ କିମ୍ୱା ବେଶୀ କରିଥାଏ। ଥାଇରଏଡ୍ର ଶିଥିଳତା ଓଭ୍ୟୁଲେସନ୍ ଏବଂ ଗର୍ଭଧାରଣର ସମ୍ଭାବନା ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ।
3. ଲୋ ଏଗ୍ ଏବଂ କ୍ୱାଲିଟୀ ଓ କାଉଣ୍ଟ:
ମହିଳାମାନଙ୍କର ପ୍ରଜନନ କ୍ଷମତା ଅଣ୍ଡାର ଗୁଣ ଏବଂ ପରିମାଣ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ମହିଳାମାନେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଅଣ୍ଡା ସହିତ ଜନ୍ମ ହୋଇଥାନ୍ତି ଏବଂ ଏହି ଅଣ୍ଡାର ଗୁଣ ଏବଂ ପରିମାଣ ବୟସ ବଢ଼ିବା ସହିତ କମ୍ ହୋଇଥାଏ। ବୟସ ବଢ଼ିବା ସହିତ ଅଣ୍ଡାରେ ଆଂନୁବଂଶିକ ଅସ୍ୱାଭାବିକତା ସୃଷ୍ଟି କରେ ଯାହା ଦ୍ୱାରା ଜନ୍ମ ଦୋଷ କିମ୍ବା ବାରମ୍ବାର ଗର୍ଭପାତ ହେବାର ଆଶଙ୍କା ବଢ଼ିଥାଏ।
ଗର୍ଭାଶୟ ସମ୍ୱନ୍ଧୀୟ ରୋଗ
ପ୍ରତିରୋପଣ ଏବଂ ଗର୍ଭଧାରଣର ସଂପୂର୍ଣ୍ଣ ଅବଧି ପର୍ଯ୍ୟନ୍ତ ଗର୍ଭାଶୟର ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଗର୍ଭାଶୟ ରୋଗ ପ୍ରତିରୋପଣରେ ବାଧା ଦେଇ ଭ୍ରୁଣର ବିକାଶକୁ ରୋକିଥାଏ। ଯଦି ପ୍ରତିରୋପଣ ସଫଳ ହୋଇଥାଏ, ତେବେ ମଧ୍ୟ ଗର୍ଭପାତର ହେବାର ଆଶଙ୍କା ରହିଥାଏ।
ଗର୍ଭାଶୟ ସମ୍ୱନ୍ଧୀୟ ରୋଗ ଯେପରିକି ଫାଇବ୍ରଏଡ୍, ଗର୍ଭାଶୟ ପୋଲିପ୍ସ, ଗର୍ଭାଶୟ ଅସ୍ୱାଭାବିକତା, ଏଣ୍ଡୋମେଟ୍ରିଓସିସ୍ ଏବଂ ଗର୍ଭାଶୟରେ ଘାଆ, ଏସବୁ ଗର୍ଭଧାରଣ ସମ୍ଭାବନାକୁ ପ୍ରଭାବିତ କରିଥାଏ।
1. ଫାଇବ୍ରଏଡ୍:
ଫାଇବ୍ରଏଡ୍ ହେଉଛି ଗର୍ଭାଶୟ ମାଂସପେଶୀର କ୍ୟାନ୍ସର୍-ରହିତ ବୃଦ୍ଧି ଅଟେ। ସେଗୁଡ଼ିକ ନିଷେଚିତ (ଫର୍ଟିଲାଇଜଡ୍) ଅଣ୍ଡାର ପ୍ରତିରୋପଣରେ ବାଧା ସୃଷ୍ଟି କରିଥାନ୍ତି କିମ୍ବା ଏହାର ଆକାର ଏବଂ ବୃଦ୍ଧି ସ୍ଥାନ ଆଧାରରେ ଏକ ଅଣ୍ଡା କିମ୍ବା ଶୁକ୍ରାଣୁର ଗତିକୁ ଅବରୋଧ କରନ୍ତି।
2. ଗର୍ଭାଶୟ ସମ୍ୱନ୍ଧୀୟ ଅସ୍ୱାଭାବିକତା:
କିଛି ମହିଳା ଜନ୍ମ ସମୟରୁ ଏକ ଅସ୍ୱାଭାବିକ ଆକୃତିର ଗର୍ଭାଶୟ ସହିତ ଜନ୍ମ ହୋଇଥାନ୍ତି। ଏହି ସଂରଚନାତ୍ମକ ବିକୃତି କାରମରୁ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ବାରମ୍ବାର ଗର୍ଭପତ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ।
3. ଏଣ୍ଡୋମେଟ୍ରିଓସିସ୍:
ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର କାରଣଗୁଡ଼ିକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ୍ ଅନ୍ୟତମ ପ୍ରମୁଖ ଯୋଗଦାନକାରୀ। ମହିଳାମାନଙ୍କ ବନ୍ଧ୍ୟାତ୍ୱର ପ୍ରାୟ 30% ଏଣ୍ଡୋମେଟ୍ରିଓସିସ୍ କାରଣରୁ ହୋଇଥାଏ। ଏହା ଏକ ଅବସ୍ଥା ଯେଉଁଥିରେ ଆଭ୍ୟନ୍ତରୀଣ ୟୁଟେରାଇନ୍ ଲାଇନ୍ (ଏଣ୍ଡୋମେଟ୍ରିଅମ୍) ଗର୍ଭାଶୟ ବାହାରେ ବଢ଼ିଥାଏ ଯେପରିକି ଡିମ୍ବକୋଷ, ଗର୍ଭାଶୟର ପଛପଟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ଯୋନି ସ୍ଥାନ। ଗମ୍ଭୀର ସ୍ଥିତିରେ, ଏହା ଗର୍ଭାଶୟରେ ଘାଆ ସୃଷ୍ଟି କରେ ଓ ଦାଗ ଟିସୁ ରହିଯାଇଥାଏ। ଏଣ୍ଡୋମେଟ୍ରିଓସିସ୍ର ଲକ୍ଷଣ ମଧ୍ୟରେ ଯନ୍ତ୍ରଣାଦାୟକ ଏବଂ ଅନିୟମିତ ମାସିକଧର୍ମ, ପେଲଭିକ୍ ଯନ୍ତ୍ରଣା, ସମ୍ଭୋଗ ସମୟରେ ଯନ୍ତ୍ରଣା ଇତ୍ୟାଦି ଅନ୍ତର୍ଭୁକ୍ତ।
ଏହା କାରଣରୁ ଫାଲୋପିଆନ୍ ଟ୍ୟୁବ୍ ଅବରୁଦ୍ଧ ହୋଇଥାଏ, ପ୍ରତିରୋପଣ ବାଧାପ୍ରାପ୍ତ ହେବା ସହିତ ଗର୍ଭାଶୟର ପ୍ରଦାହ ସୃଷ୍ଟି କରିଥାଏ। ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏହା ପ୍ରତିରୋପଣରେ ବିଫଳତା ଏବଂ ବାରମ୍ବାର ଗର୍ଭପାତର କାରଣ ହୋଇପାରେ।
4. ଯୋନିରେ ପ୍ରଦାହଜନକ ରୋଗ (ପିଆଇଡି):
ମହିଳାମାନଙ୍କର ବନ୍ଧ୍ୟାତ୍ୱର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ପେଲଭିକ୍ ଇନଫ୍ଲାମେଟୋରୀ ରୋଗ ଅନ୍ୟତମ। ମହିଳା ପ୍ରଜନନ ଅଙ୍ଗଗୁଡ଼ିକ ଯୌନ ସଂକ୍ରମଣ ଦ୍ୱାରା ସଂକ୍ରମିତ ହୁଏ ଯାହା ଯୋନିରୁ ଗର୍ଭାଶୟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ଡିମ୍ବାଣୁ ପର୍ଯ୍ୟନ୍ତ ବ୍ୟାପିଥାଏ। ପୁରୁଣା ପିଆଇଡି ଦାଗ ଟିସୁ ଗଠନ କରିଥାଏ ଏବଂ ସଂରଚନାତ୍ମକ ଜଟିଳତା ସୃଷ୍ଟି କରିଥାଏ। ଚିକିତ୍ସିତ ହୋଇନଥିବା ପୁରୁଣା ପିଆଇଡି ଏକ୍ଟୋପିକ୍ ଗର୍ଭଧାରଣ ଏବଂ ବନ୍ଧ୍ୟାତ୍ୱ ବିପଦ ସହିତ ଜଡିତ।
ଟ୍ୟୁବାଲ୍—ସମ୍ୱନ୍ଧିତ ବନ୍ଧ୍ୟାତ୍ୱ
ଫେଲୋପିଆନ୍ ଟ୍ୟୁବରେ ଅବରୋଧ ଶୁକ୍ରାଣୁକୁ ଅଣ୍ଡାକୁ ନିଷେଚିତ (ଫର୍ଟିଲାଇଜ୍) କରିବାକୁ ରୋକିଥାଏ। ଏହା ବ୍ୟତୀତ, ଯଦିଓ ଫର୍ଟିଲାଇଜେସନ୍ ହୋଇସାରିଥାଏ, ଫାଲୋପିଆନ୍ ଟ୍ୟୁବରେ ଅବରୋଧ ହେତୁ ଭ୍ରୁଣକୁ ଗର୍ଭାଶୟକୁ ନିଆଯାଇପାରିବ ନାହିଁ, ଫଳସ୍ୱରୂପ ଏକ ଏକ୍ଟୋପିକ୍ ଗର୍ଭଧାରଣ ହୋଇଥାଏ ଯାହାକୁ ଟର୍ମିନେଟ୍ କରିବାର ଆବଶ୍ୟକତା ରହିଥାଏ।
ଯୌନ ସଂକ୍ରମଣ ଯେପରିକି କ୍ଲାମିଡିଆ ଏବଂ ଗୋନୋରିଆ, ପୂର୍ବ ଅସ୍ତ୍ରୋପଚାର କାରଣରୁ ହୋଇଥିବା ଘାଆ, କ୍ରନିକ୍ ପିଆଇଡି, ଏଣ୍ଡୋମେଟ୍ରିସିଓସିସ୍, ଫାଇବ୍ରଏଡ୍ କିମ୍ବା ପଲିପ୍ସ ଇତ୍ୟାଦି ଟ୍ୟୁବ୍କୁ ଯେପରିକ୍ଷତ କ୍ଷତି ପହଞ୍ଚାଇପାରନ୍ତି ଏବଂ ଟ୍ୟୁବଲ୍ ବ୍ଲକେଜ୍ର କାରଣ ହୋଇପାରେ ଯାହା ପ୍ରଜନନ କ୍ଷମତାକୁ ଖରାପ କରିପାରେ।
ବିପଦ କାରଣଗୁଡିକ ଯାହା ମହିଳାମାନଙ୍କର ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ
ଉପରୋକ୍ତ କାରଣଗୁଡିକ ବ୍ୟତୀତ, କେତେକ କାରଣ ଯାହା ଗର୍ଭଧାରଣର ସମ୍ଭାବନାକୁ ପ୍ରଭାବିତ କରିପାରିବ ସେଗୁଡ଼ିକ ନିମ୍ନରେ ଦିଆଯାଇଛି:
- ବୟସ: ଅଣ୍ଡାର ଗୁଣ ଏବଂ ପରିମାଣ ହ୍ରାସ କାରଣରୁ ମହିଳାଙ୍କ ପ୍ରଜନନ କ୍ଷମତା ବୟସ ସହିତ କମିଯାଇଥାଏ।
- ଯୌନ ସଂକ୍ରମଣ: ଯେପରିକି ପୂର୍ବରୁ ଆଲୋଚନା କରାଯାଇଛି, ଏସ୍ଟିଆଇ ଗର୍ଭାଶୟ, ଗର୍ଭାଶୟ ଗ୍ରୀଭା (ସାର୍ଭିକ୍ସ) ଏବଂ ଫାଲୋପିଆନ୍ ଟ୍ୟୁବ୍କୁ ସଂକ୍ରମିତ କରି ମହିଳାମାନଙ୍କ ଠାରେ ପ୍ରଜନନ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ।
- ଧୂମପାନ ଏବଂ ମଦ୍ୟପାନ: ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ଦେଖାଦେଉଥିବା ବନ୍ଧ୍ୟାତ୍ୱ ପାଇଁ ଏହା ଏକ ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ଅଟେ। ଏହା ଯେ କେବଳ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଜଣେ ବ୍ୟକ୍ତିର ସାମଗ୍ରିକ ସ୍ୱାସ୍ଥ୍ୟକୁ ମଧ୍ୟ ଦୁର୍ବଳ କରିଥାଏ।
- ମେଦବହୁଳତା : ଅଧିକ ଓଜନ ବଢ଼ିବା ଦ୍ୱାରା ଏହା ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଗର୍ଭଧାରଣରେ ଅସୁବିଧା ସୃଷ୍ଟି କରିଥାଏ।
- ଅଭାବ ଏବଂ ଅନ୍ୟାନ୍ୟ ପୋଷଣ ସମ୍ୱନ୍ଧୀୟ କାରଣ: ଭିଟାମିନ୍ ଅଭାବ ଏବଂ ଏକ ଅସନ୍ତୁଳିତ ଖାଦ୍ୟ ଆପଣଙ୍କର ପ୍ରଜନନ ପ୍ରଣାଳୀକୁ ଆବଶ୍ୟକ ପୁରକଗୁଡ଼ିକର ଅଭାବ କାରଣରୁ ଗର୍ଭାବସ୍ଥା ପାଇଁ ଅନୁପଯୁକ୍ତ କରିପାରେ ଯାହା ହରମୋନ୍ ଉତ୍ପାଦନ ଏବଂ ପ୍ରଜନନ ପ୍ରଣାଳୀର ସଠିକ୍ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
- ମାନସିକ ଅବସାଦ: ମାନସିକ ଚାପ ଓଭ୍ୟୁଲେସନ୍କୁ ପ୍ରଭାବିତ କରିଥାଏ ଏବଂ ଯୌନ ଇଚ୍ଛାକୁ କମ୍ କରିଥାଏ।
ନିଷ୍କର୍ସ:
ଯେଉଁ ଦମ୍ପତିମାନଙ୍କ ଠାରେ ବନ୍ଧ୍ୟାତ୍ୱର ଲକ୍ଷଣ ଭଲଭାବରେ ଚିହ୍ନଟ ହୋଇଥାଏ, ସେମାନଙ୍କ ପାଇଁ ବନ୍ଧ୍ୟାତ୍ୱର ମୂଳ କାରଣ ବିଷୟରେ ସଚେତନତା ସହିତ ସ୍ଥିତିକୁ ଭଲ ଭାବରେ ପ୍ରବନ୍ଧିତ କରିବାରେ ସାହାଯ୍ୟ କରେ। ଏହାର ଲକ୍ଷଣର ସଠିକ୍ ଚିହ୍ନଟ ଏକ ପ୍ରଭାବଶାଳୀ ବ୍ୟକ୍ତିଗତ ଚିକିତ୍ସା ଯୋଜନା ପ୍ରଦାନ କରିବାରେ ସାହାଯ୍ୟ କରେ। ପ୍ରଜନନ ଚିକିତ୍ସା କ୍ଷେତ୍ରରେ ହୋଇଥିବା ଉନ୍ନତି କାରଣରୁ, ଯେଉଁ ମହିଳାମାନଙ୍କ ଠାରେ ପ୍ରଜନନ/ଗର୍ଭଧାରଣ ସମ୍ୱନ୍ଧୀୟ ସମସ୍ୟାର ଲକ୍ଷଣ ଚିହ୍ନଟ ହୋଇଥାଏ, ସେମାନେ ଏବେ ମଧ୍ୟ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍, ଇଣ୍ଟ୍ରାୟୁଟେରାଇନ୍ ଇନ୍ସେମିନେସନ୍, ଇନ୍ ଭିଟ୍ରୋ ମେଚ୍ୟୁରେସନ୍ ଇତ୍ୟାଦି ପରି ଅନେକ ପ୍ରଜନନ ଉପଚାରଗୁଡ଼ିକର ସହାୟତାରେ ଗର୍ଭବତୀ ହୋଇପାରିବେ ଏବଂ ମାତୃତ୍ୱର ସ୍ୱପ୍ନକୁ ସାକାର କରିପାରିବେ। ଆପଣଙ୍କର ଗର୍ଭଧାରଣ ସମ୍ୱନ୍ଧିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ କୌଣସି ପ୍ରଜନନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।