Fertility Evaluation

ଫର୍ଟିଲିଟି ମୂଲ୍ୟାଙ୍କନ କ’ଣ ଏବଂ ଏହା କିପରି କରାଯାଇଥାଏ?

ଫର୍ଟିଲିଟି ମୂଲ୍ୟାଙ୍କନ କ’ଣ ଏବଂ ଏହା କିପରି କରାଯାଇଥାଏ?

ପିତାମାତା ହେବାର ଯାତ୍ରା ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଅନନ୍ୟ  ହୋଇଥାଏ, କିନ୍ତୁ କିଛି ଦମ୍ପତିଙ୍କ କ୍ଷେତ୍ରରେ, ସେମାନଙ୍କର ଫର୍ଟିଲିଟି କ୍ଷମତା ସହିତ ଜଡିତ କେତେକ ସମସ୍ୟା ଯୋଗୁଁ ପିତାମାତା ହେବା ପାଇଁ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କୁ ଟିକିଏ ଅଧିକ ସମୟ ଲାଗେ। ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଏହା ପାଇଁ ଅନେକ ଉନ୍ନତ ଫର୍ଟିଲିଟି ଚିକିତ୍ସା ଉପଲବ୍ଧ ଅଛି ଏବଂ ସୁଖୀ ପିତାମାତା ହେବା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଜନିତ ଉପାୟ ହିଁ ଆବଶ୍ୟକ।

ଅନେକ କାରଣରୁ ଭାରତରେ ନିଃସନ୍ତାନତ୍ଵ କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହାର କାରଣ ବିଳମ୍ବରେ ପିତାମାତା ହେବାର ପ୍ଲାନିଂ କରିବାର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ମୋଟାପଣ ଇତ୍ୟାଦି ଅଟେ। ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ ବୟସ ସହିତ ପ୍ରଜନନ କ୍ଷମତା କମିବାକୁ ଲାଗିଥାଏ ଏବଂ ମାନସିକ ସ୍ତରରେ ଭାବିଥାନ୍ତି ଯେ ସେମାନେ ସମୟ ସହିତ ପ୍ରାକୃତିକ ଭାବରେ ଗର୍ଭଧାରଣ କରିପାରିବେ, ଯାହା ସର୍ବଦା ହୋଇନଥାଏ।   ଯଦି ଜଣେ ଦମ୍ପତି ଗୋଟିଏ ବର୍ଷ ଚେଷ୍ଟା କରିବା ପରେ ମଧ୍ୟ ଗର୍ଭଧାରଣ କରିବାରେ ଅସମର୍ଥ ହୁଅନ୍ତି, ତେବେ ଉପଯୁକ୍ତ ପ୍ରଜନନ ମୂଲ୍ୟାଙ୍କନ ପାଇଁ ସେମାନେ ଜଣେ ପ୍ରଜନନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ୍। ଯଦି ମହିଳା ସାଥୀଙ୍କ ବୟସ 35 ରୁ ଅଧିକ ହୋଇଥାଏ, ତେବେ ସେମାନେ ଚେଷ୍ଟା କରିବାର 6 ମାସ ମଧ୍ୟରେ ଗର୍ଭଧାରଣ କରିନପାରିଲେ ସେମାନେ ଡାକ୍ତରଙ୍କ ଠାରେ ଗୋଟିଏ ଚେକଅପ୍ କରେଇନେବା ଉଚିତ୍। ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଏକ ସଠିକ୍ ଇତିହାସ ଏବଂ ଅନୁସନ୍ଧାନ ଏହି ସମସ୍ୟା ପୁରୁଷ କିମ୍ବା ମହିଳା ସାଥୀ କିମ୍ବା ଉଭୟଙ୍କ ଠାରେ ଅଛି କି ନାହିଁ, ତାହା ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ସେହି ଅନୁଯାୟୀ ଏକ ବ୍ୟକ୍ତିଗତ ଚିକିତ୍ସା ଯୋଜନା ପ୍ରସ୍ତୁତ କରାଯାଇଥାଏ।  ତେବେ ଆସନ୍ତୁ ପ୍ରଜନନ ଯାଞ୍ଚ ସମୟରେ ପୁରୁଷ ଏବଂ ମହିଳାଙ୍କ ପାଇଁ କରାଯାଇଥିବା ନିର୍ଦ୍ଦିଷ୍ଟ ପରୀକ୍ଷଣ ଉପରେ ଶୀଘ୍ର ନଜର ପକେଇବା।

ମହିଳାମାନଙ୍କ ପାଇଁ ଫର୍ଟିଲିଟି ପରୀକ୍ଷା

ପ୍ରଜନନ ବିଶେଷଜ୍ଞ ବ୍ୟକ୍ତିଙ୍କର ଡାକ୍ତରୀ ଇତିହାସ, ପିଲାଦିନର ଅସୁସ୍ଥତା, ଜୀବନଶୈଳୀ, ଭାରୀ ଧାତୁ / କୀଟନାଶକ / ବିକିରଣ ଇତ୍ୟାଦି ସମ୍ପର୍କରେ ଆସିଥିବା ଇତ୍ୟାଦି ବିଷୟରେ ପଚାରି ବୁଝିବେ। କରାଯାଉଥିବା ପରୀକ୍ଷା ଗୁଡ଼ିକ ନିମ୍ନରେ ଦିଆଯାଇଛି:

  • ବୀର୍ଯ୍ୟ ବିଶ୍ଳେଷଣ: ଶୁକ୍ରାଣୁ ଗଣନା, ଗତିଶୀଳତା, ଆକୃତି ଇତ୍ୟାଦି ବିଶ୍ଳେଷଣ କରିବା ପାଇଁ ବ୍ୟବହାର କରାଯାଇଥାଏ। ଉନ୍ନତ ବୀର୍ଯ୍ୟ ପରୀକ୍ଷଣ ଯେପରିକି DNA ଫ୍ରାଗମେଣ୍ଟେସନ୍ ଇଣ୍ଡେକ୍ସ, ରିଆକ୍ଟିଭ୍ ଅକ୍ସିଜେନ ପ୍ରଜାତିର ଅନୁଧ୍ୟାନ ଇତ୍ୟାଦି ମାଧ୍ୟମିକ ଏବଂ ଅସ୍ପଷ୍ଟ ହୋଇଥିବା ବନ୍ଧ୍ୟାକରଣର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିପାରେ।
  • ଟ୍ରାନ୍ସରେକ୍ଟାଲ୍ ଅଲଟ୍ରାସାଉଣ୍ଡ୍: ସେମିନାଲ୍ ଭେସିକଲ୍, ଭାସ୍ ଡିଫରେନ୍ସ ଇତ୍ୟାଦି ପରୀକ୍ଷା କରିବା ପାଇଁ ଉଚ୍ଚ-ବିଭେଦନ ଇମେଜିଙ୍ଗ୍ କୁ ବ୍ୟବହାର କରାଯାଇଥାଏ।
  • ସ୍କ୍ରୋଟାଲ୍ ଅଲଟ୍ରାସାଉଣ୍ଡ: ସ୍କ୍ରୋଟମ୍ ପରୀକ୍ଷଣରେ ବ୍ୟବହାର କରାଯାଇଥାଏ; ଟେଷ୍ଟ ରେ କୌଣସି ଅସ୍ୱାଭାବିକତା ଖୋଜିବାରେ ମଧ୍ୟ ସାହାଯ୍ୟ କରିପାରେ।

ଫର୍ଟିଲିଟି ମୂଲ୍ୟାଙ୍କନ ପ୍ରଜନନ ବିଶେଷଜ୍ଞଙ୍କୁ ବନ୍ଧ୍ୟାକରଣର କାରଣ ବୁଝିବାରେ ସକ୍ଷମ କରେ ଏବଂ ଏକ ସାମଗ୍ରିକ ଏବଂ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ଯୋଜନା ସୃଷ୍ଟି କରେ ଯାହା କୌଣସି ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଥାଏ।  ଆନନ୍ଦରେ ପିତାମାତା ହୁଅନ୍ତୁ!

ପୁଙ୍ଖାନୁପୁଙ୍ଖ ଇତିହାସ ଏବଂ ଶାରୀରିକ ପରୀକ୍ଷଣ ପରେ, FSH, LH, AMH ଇତ୍ୟାଦି ପ୍ରଜନନ ହରମୋନର ସ୍ତର ଯାଞ୍ଚ କରିବା ପାଇଁ ରକ୍ତ ପରୀକ୍ଷା କରାଯାଏ। ନିମ୍ନରେ କିଛି ଇମେଜିଙ୍ଗ୍ ପ୍ରଣାଳୀ ଦିଆଯାଇଛି ଯାହାକି ନିର୍ଦ୍ଦିଷ୍ଟ କାରଣ ଖୋଜିବା ପାଇଁ ଦରକାର ହେଲେ କରାଯାଇପାରିବ:

  • ଅଲଟ୍ରାସାଉଣ୍ଡ: ଓଭାରିଆନ୍ ସିଷ୍ଟ, ଫାଇବ୍ରଏଡ୍ସର ଉପସ୍ଥିତି ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଇଥାଏ। ଗର୍ଭାଶୟର ସ୍ଥିତି ଏବଂ ଆକାର, ଏଣ୍ଡୋମେଟ୍ରିଅମ୍ବର ଢାଞ୍ଚା, ଘନତା, ଅଣ୍ଡାଶୟରେ ଫୋଲିକଲ୍ ସଂଖ୍ୟା, ଅଣ୍ଡାଦାନ ଇତ୍ୟାଦି ଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ।
  • ହିଷ୍ଟେରୋସାଲପିଙ୍ଗୋଗ୍ରାମ୍: ଫେଲୋପିଆନ୍ ଟ୍ୟୁବରେ କୌଣସି ବ୍ଲକ୍ ଅଛି କି ନାହିଁ ତାହା ଜାଣିବା ପାଇଁ ବ୍ୟବହାର କରାଯାଇଥାଏ।
  • ଡାଇଗ୍ନୋଷ୍ଟିକ୍ ହିଷ୍ଟେରୋଲାପ୍ରୋସ୍କୋପୀ: ଓଭାରିଆନ୍ ସିଷ୍ଟ, ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ଗର୍ଭାଶୟ ସମ୍ବନ୍ଧୀୟ ଭିନ୍ନତା କିମ୍ବା ଅନ୍ୟ କୌଣସି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ ଏବଂ ଚିକିତ୍ସା ପାଇଁ ମହିଳାଙ୍କ ତଳିପେଟ ସ୍ଥାନର ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଇଥାଏ।

ପୁରୁଷମାନଙ୍କ ପାଇଁ ଫର୍ଟିଲିଟି ପରୀକ୍ଷା

ଲିଙ୍ଗ, ଭାସ୍ ଡିଫରେନ୍ସ, ଟେଷ୍ଟ ଏବଂ ପୁରୁଷ ପ୍ରଜନନ ପ୍ରଣାଳୀର ଅନ୍ୟାନ୍ୟ ଅଙ୍ଗର ପରୀକ୍ଷା କରିବା ପାଇଁ ଏକ ଶାରୀରିକ ପରୀକ୍ଷା କରାଯିବ।

ପ୍ରଜନନ ବିଶେଷଜ୍ଞ ବ୍ୟକ୍ତିଙ୍କର ଡାକ୍ତରୀ ଇତିହାସ, ପିଲାଦିନର ଅସୁସ୍ଥତା, ଜୀବନଶୈଳୀ, ଭାରୀ ଧାତୁ / କୀଟନାଶକ / ବିକିରଣ ଇତ୍ୟାଦି ସମ୍ପର୍କରେ ଆସିଥିବା ଇତ୍ୟାଦି ବିଷୟରେ ପଚାରି ବୁଝିବେ। କରାଯାଉଥିବା ପରୀକ୍ଷା ଗୁଡ଼ିକ ନିମ୍ନରେ ଦିଆଯାଇଛି:

  • ବୀର୍ଯ୍ୟ ବିଶ୍ଳେଷଣ: ଶୁକ୍ରାଣୁ ଗଣନା, ଗତିଶୀଳତା, ଆକୃତି ଇତ୍ୟାଦି ବିଶ୍ଳେଷଣ କରିବା ପାଇଁ ବ୍ୟବହାର କରାଯାଇଥାଏ। ଉନ୍ନତ ବୀର୍ଯ୍ୟ ପରୀକ୍ଷଣ ଯେପରିକି DNA ଫ୍ରାଗମେଣ୍ଟେସନ୍ ଇଣ୍ଡେକ୍ସ, ରିଆକ୍ଟିଭ୍ ଅକ୍ସିଜେନ ପ୍ରଜାତିର ଅନୁଧ୍ୟାନ ଇତ୍ୟାଦି ମାଧ୍ୟମିକ ଏବଂ ଅସ୍ପଷ୍ଟ ହୋଇଥିବା ବନ୍ଧ୍ୟାକରଣର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିପାରେ।
  • ଟ୍ରାନ୍ସରେକ୍ଟାଲ୍ ଅଲଟ୍ରାସାଉଣ୍ଡ୍: ସେମିନାଲ୍ ଭେସିକଲ୍, ଭାସ୍ ଡିଫରେନ୍ସ ଇତ୍ୟାଦି ପରୀକ୍ଷା କରିବା ପାଇଁ ଉଚ୍ଚ-ବିଭେଦନ ଇମେଜିଙ୍ଗ୍ କୁ ବ୍ୟବହାର କରାଯାଇଥାଏ।
  • ସ୍କ୍ରୋଟାଲ୍ ଅଲଟ୍ରାସାଉଣ୍ଡ: ସ୍କ୍ରୋଟମ୍ ପରୀକ୍ଷଣରେ ବ୍ୟବହାର କରାଯାଇଥାଏ; ଟେଷ୍ଟ ରେ କୌଣସି ଅସ୍ୱାଭାବିକତା ଖୋଜିବାରେ ମଧ୍ୟ ସାହାଯ୍ୟ କରିପାରେ।

ଫର୍ଟିଲିଟି ମୂଲ୍ୟାଙ୍କନ ପ୍ରଜନନ ବିଶେଷଜ୍ଞଙ୍କୁ ବନ୍ଧ୍ୟାକରଣର କାରଣ ବୁଝିବାରେ ସକ୍ଷମ କରେ ଏବଂ ଏକ ସାମଗ୍ରିକ ଏବଂ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ଯୋଜନା ସୃଷ୍ଟି କରେ ଯାହା କୌଣସି ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଥାଏ।  ଆନନ୍ଦରେ ପିତାମାତା ହୁଅନ୍ତୁ!

Was this article helpful?
YesNo

fill up the form to get a

Free Consultation

Your data is 100% safe with us.

Avail 0% interest on EMI
All Procedures | No Upper Limit

How we reviewed this article:

HISTORY
  • Current Version
  • September 7, 2022 by Oasis Fertility
  • June 6, 2022 by Oasis Fertility
  • April 25, 2022 by Oasis Fertility

LatestTrending

Ad

BOOK A FREE CONSULTATION
User ID: 26 - Username: Dr. D. Vijayalakshmi
User ID: 17 - Username: hema
User ID: 13 - Username: jigna.n
User ID: 12 - Username: kavya.j
User ID: 19 - Username: maheswari.d
User ID: 8 - Username: Oasis Fertility
User ID: 14 - Username: parinaaz.parhar
User ID: 9 - Username: Piyush_leo9
User ID: 22 - Username: poornima
User ID: 23 - Username: prasanta
User ID: 15 - Username: pratibha
User ID: 16 - Username: prinkabajaj
User ID: 18 - Username: radhikap
User ID: 21 - Username: rajesh.sawant
User ID: 25 - Username: Ramineedi
User ID: 10 - Username: ramya.v
User ID: 11 - Username: saimanasa
User ID: 20 - Username: shalini
User ID: 7 - Username: shootorder